ଛଖଣ୍ଡ
ଦେଖଣା
ଛଖଣ୍ଡ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଛଖଣ୍ଡ
|
ଦେଶଜ - ବିଶେଷଣ - (ସଂସ୍କୃତ - ଷଟ୍+ଖଣ୍ଡ)
[ସମ୍ପାଦନା]- ୧. ଛଅଖଣ୍ଡ କାଠରେ ପ୍ରସ୍ତୁତ — ୧. Made with six pieces of sticks.
- ୨. ଛଅ ସଂଖ୍ୟକ —୨. Consisting of ୬ pieces; six pieces of.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]କୋକେଇ; ଶ୍ମଶାନକୁ ଶବବହନାର୍ଥ ମଞ୍ଚା (ନିଶୁଣି ପରି) —୧. A ladder-like stretcher (prepared by thing four sticks crosswise on two longer sticks) for carrying the dead body to the cremation ground; bier.
- ୨. ଛଅ ସଂଖ୍ୟକ ଖଣ୍ଡ —୨. Six pieces or bits.