ଛତର

ଉଇକିଅଭିଧାନ‌ରୁ

ଛତର

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ସତ୍ର)[ସମ୍ପାଦନା]

୧. ଅନ୍ନସତ୍ର; ଯେଉଁଠାରେ ରନ୍ଧା ଭାତ ପ୍ରଭୃତି ଖାଦ୍ୟ କଙ୍ଗାଳମାନଙ୍କୁ ବଣ୍ଟାଯାଏ; ସଦାବ୍ରତ — ୧. A place where boiled rice is freely distributed to beggars (without distinchtion); a public kitchen.
୨. ଜଳସତ୍ର —୨. A place where water is dis tributed free to thirsty travellers.

ଗ୍ରାମ୍ୟ - (ପଦ୍ୟ) ବିଶେଷ୍ୟ - (ସଂସ୍କୃତ - ଛତ୍ର)[ସମ୍ପାଦନା]

ଛତା —Umbrella.

ଛ ଅକ୍ଷର ହୋଇଛି ଛତର ଯେ ସତି ପ୍ରାଚୀ. ବ୍ରହ୍ମନିରୂପଣ ଗୀତା