ଛବି

ଉଇକିଅଭିଧାନ‌ରୁ

ଛବି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ସଂସ୍କୃତ - ବିଶେଷ୍ୟ - (ଛୋ ଧାତୁ=ଛେଦନ କରିବା+କରଣ. ଇ; ଯାହାଦ୍ୱାରା ଅନ୍ଧକାରକୁ ଛେଦନ କରାଯାଏ)[ସମ୍ପାଦନା]

୧. ଆଲୋକରଶ୍ମି — ୧. A ray of light (M.W.)
୨. ସୌନ୍ଦର୍ଯ୍ୟ; ଶୋଭା — ୨. Beauty; grace (M.W.)
୩. ଦୀପ୍ତି —୩. Splendour (M.W.)
୪. ଚମଡ଼ା; ଦେହର ଚମ — ୪. Skin; cuticle (M.W.)
୫. ଚମର ବର୍ଣ୍ଣ — ୫. Colour of the skin (M.W.)
୬. ରଙ୍ଗ; ବର୍ଣ୍ଣ —୬ Colour (M.W.).

ବୈଦେଶିକ - ବିଶେଷ୍ୟ - (ଆରବୀ - ଶବୀହ୍; ତୁଳ. ଆରବୀ - ତସ୍ୱୀର)[ସମ୍ପାଦନା]

୧. ପ୍ରତିମୂର୍ତ୍ତି —୧. Figure; image.
୨. ଅଙ୍କିତ ଚିତ୍ର — ୨. Picture; drawn figure.
୩. ପ୍ରତିକୃତି; ଫଟୋ; ପ୍ରତିରୂପ — ୩. Likeness; photo.
୪. ଚେହେରା; ରୂପ —୪. Mien; appearance.

ଛବିତ ଆବିଳ ଦିଶେ କବିସୂର୍ଯ୍ୟ. କିଶୋରୀଚମ୍ପୂ ଛ ଗୀତ

୫. ପ୍ରତିବିମ୍ୱ —୫. Reflection.

ଦେଶଜ - ବିଶେଷ୍ୟ -[ସମ୍ପାଦନା]

ଛଇ (ଦେଖ) - Chhai (See)

[ଦ୍ରଷ୍ଟବ୍ୟ —ଛବି ଶବ୍ଦର ଆଧୁନିକ ଅର୍ଥ (ଚିତ୍ର)=ଆରବୀ, ଶବୀହ]