ଛବିଳ
ଦେଖଣା
ଛବିଳ
ଉଚ୍ଚାରଣ
[ସମ୍ପାଦନା](ଛବିଳା—ସ୍ତ୍ରୀ)
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ଛବି)
[ସମ୍ପାଦନା]- ୧. ଚିତ୍ରିତ — ୧. Dyed; painted.
- ୨. ଦୀପ୍ତିମୟ —୨. Bright; radiant.
- ୩. ମନୋହର — ୩. Charming; enchanting; handsome.
- ୪. ସୁନ୍ଦର —୪. Beautiful; graceful; gay.
- ୫. ଶୋଭାମୟ; ନାନା ସୌନ୍ଦର୍ଯ୍ୟଯୁକ୍ତ — ୫. Picturesque.
ଛବିଳ ଉତ୍କଳେ ତୋ ଅତୁଳ ରାଧାନାଥ. ଚିଲିକା
- ୬. ଛଇଳ (ଦେଖ) - ୬. Chhaiḻa (See)
- ୭. ଛଇଳା (ଦେଖ) - ୭. Chhaiḻā (See)