ଛବିଳ

ଉଇକିଅଭିଧାନ‌ରୁ

ଛବିଳ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ଛବିଳା—ସ୍ତ୍ରୀ)
  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଛବି)[ସମ୍ପାଦନା]

୧. ଚିତ୍ରିତ — ୧. Dyed; painted.
୨. ଦୀପ୍ତିମୟ —୨. Bright; radiant.
୩. ମନୋହର — ୩. Charming; enchanting; handsome.
୪. ସୁନ୍ଦର —୪. Beautiful; graceful; gay.
୫. ଶୋଭାମୟ; ନାନା ସୌନ୍ଦର୍ଯ୍ୟଯୁକ୍ତ — ୫. Picturesque.

ଛବିଳ ଉତ୍କଳେ ତୋ ଅତୁଳ ରାଧାନାଥ. ଚିଲିକା

୬. ଛଇଳ (ଦେଖ) - ୬. Chhaiḻa (See)
୭. ଛଇଳା (ଦେଖ) - ୭. Chhaiḻā (See)