ଛୁଆଁଚି

ଉଇକିଅଭିଧାନ‌ରୁ

ଛୁଆଁଚି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ପ୍ରାଦେଶିକ - (ବାଲେଶ୍ୱର ଓ ସମ୍ୱଲପୁର)ବିଶେଷଣ - (ସମ. ଅଶୁଚି)[ସମ୍ପାଦନା]

୧. ଦୂଷିତ, ଅଶୁଚି — ୧. Contaminated; impure; unclean.
୨. ଅସ୍ପୃଶ୍ୟ —୨. Untouchable.

ପ୍ରାଦେଶିକ - (ବାଲେଶ୍ୱର; ସମ୍ୱଲପୁର) ବିଶେଷଣ - ସ୍ତ୍ରୀ[ସମ୍ପାଦନା]

ଛୁଆଁଚୀ (ଦେଖ) - Chhuāñchī (See)

ପ୍ରାଦେଶିକ - (ବାଲେଶ୍ୱର; ସମ୍ୱଲପୁର) ବିଶେଷ୍ୟ -[ସମ୍ପାଦନା]

୧. ଅସ୍ପୃଶ୍ୟ ଅବସ୍ଥା — ୧. Untouchable condition
୨. ଅଶୁଚିତା —୨. Untouchableness.
୩. ସ୍ତ୍ରୀର ରାଜସ୍ୱଳା ହେବା ଅବସ୍ଥା — ୩. Menstruation of a woman.