ଛୁଆଁଚି
ଦେଖଣା
ଛୁଆଁଚି
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ପ୍ରାଦେଶିକ - (ବାଲେଶ୍ୱର ଓ ସମ୍ୱଲପୁର)ବିଶେଷଣ - (ସମ. ଅଶୁଚି)
[ସମ୍ପାଦନା]- ୧. ଦୂଷିତ, ଅଶୁଚି — ୧. Contaminated; impure; unclean.
- ୨. ଅସ୍ପୃଶ୍ୟ —୨. Untouchable.
ପ୍ରାଦେଶିକ - (ବାଲେଶ୍ୱର; ସମ୍ୱଲପୁର) ବିଶେଷଣ - ସ୍ତ୍ରୀ
[ସମ୍ପାଦନା]ଛୁଆଁଚୀ (ଦେଖ) - Chhuāñchī (See)
ପ୍ରାଦେଶିକ - (ବାଲେଶ୍ୱର; ସମ୍ୱଲପୁର) ବିଶେଷ୍ୟ -
[ସମ୍ପାଦନା]- ୧. ଅସ୍ପୃଶ୍ୟ ଅବସ୍ଥା — ୧. Untouchable condition
- ୨. ଅଶୁଚିତା —୨. Untouchableness.
- ୩. ସ୍ତ୍ରୀର ରାଜସ୍ୱଳା ହେବା ଅବସ୍ଥା — ୩. Menstruation of a woman.