ଛୁଟୁପୁଟୁ

ଉଇକିଅଭିଧାନ‌ରୁ

ଛୁଟୁପୁଟୁ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ଛୁଟୁରୁପୁଟୁରୁ—ଅନ୍ୟରୂପ)

ଦେଶଜ - କ୍ରି. ବିଣ—(ଧ୍ୱନ୍ୟନୁକରଣ)[ସମ୍ପାଦନା]

ଛଟପଟ (ଦେଖ) - Chhaṭapaṭa (See)

[ ଦ୍ର—ଛଟପଟ ଅପେକ୍ଷା ଛୁଟୁପୁଟୁ କ୍ଷୁଦ୍ରତାବ୍ୟଞ୍ଜକ, ଛୁଟୁପୁଟୁ ଅପେକ୍ଷା ଛୁଟୁରୁପୁଟୁରୁ ଆହୁରି କ୍ଷୁଦ୍ରତାବ୍ୟଞ୍ଜକ]