ଛୁଟ୍ଛୁଟ୍
ଦେଖଣା
ଛୁଟ୍ଛୁଟ୍
ଉଚ୍ଚାରଣ
[ସମ୍ପାଦନା]ଦେଶଜ - କ୍ରି.ବିଶେଷଣ -
[ସମ୍ପାଦନା]- ୧. ମୁହୁର୍ମୁହୁଃ; ଅନୁକ୍ଷଣ — ୧. Every moment; at very short intervals.
(ଯଥା—ସେ ଛୁଟ୍ଛୁଟ୍ ପୋଖରୀ ଦଉଡ଼ୁଛି)
- ୨. ଛଟପଟ (ଦେଖ) - ୨. Chhaṭa-paṭa (See)
(ଯଥା—ଖାଇବାକୁ ନ ପାଇ ପିଲା ଗୁଡ଼ିକ ଛୁଟ୍ଛୁଟ୍ ହୋଇ ମଲେ)
(ଛୁଟ୍ପୁଟ୍, ଛୁଟୁଛୁଟୁ, ଛୁଟୁପୁଟୁ—ଅନ୍ୟରୂପ)
[ ଦ୍ର—'ଛଟଛଟ' ଅପେକ୍ଷା 'ଛୁଟ୍ଛୁଟ୍' କ୍ଷୁଦ୍ର ତାବ୍ୟଞ୍ଜକ, ଛୁଟ୍ଛୁଟ୍ ଅପେକ୍ଷା ଛୁଟୁରୁଛୁଟୁରୁ ଆହୁରି କ୍ଷୁଦ୍ରତାବ୍ୟଞ୍ଜକ ]