ଛେଲା

ଉଇକିଅଭିଧାନ‌ରୁ

ବିଶେଷ୍ୟ (ଦେଶଜ)[ସମ୍ପାଦନା]

  • ଛେଲ
  • କାଠ ବା ବାଉଁଶର ଉପରୁ ପତଳା କରି କଟୁରି ବା ବାରସୀରେ ତାଞ୍ଚି ନେଲେ ଯେଉଁ ପତଳା ପାତିଆ ବହାରେ
  • ତାଞ୍ଚିବା
  • ଗୁଡ଼ର ପରିମାଣବିଶେଷ; ୧୦ ବିଶା
  • କପାର ପରିମାଣବିଶେଷ; ୪୦ ବିଶା
  • ଧାନର ପ୍ରିମାଣ ବିଶେଷ; ୪୦ ଗୌଣୀ

ବିଶେଷ୍ୟ ()[ସମ୍ପାଦନା]

  • ପୂରୀ ଜିଲ୍ଲାରେ ନଡିଆଗଣତିରେ ସଂଖ୍ୟାବିଶେଷ; ୯ ପଣ ବା ୭୨୦ କଡା ନଡିଆ
  • ବାଲେଶ୍ଵରୀ ଛଅସେରିଆ ଗଉଣୀରେ ୪୦ ଗଉଣୀ (ଧାନ) = ୨୪୦ ବଲେଶ୍ଵରୀ ସେର = ବଲେଶ୍ଵରୀ ୬ ମହଣ = କତକୀ ୪ ମହଣ
  • ଥୋଡିବଳଦଙ୍କ ଉପରେ ଉପରେ ବୁହାଯିବା ପଲାଣ
  • ବିଲରୁ କଟା ହୋଇ ଖଳାକୁ ଅଣାଯିବା କଳେଇର ଗୋଛା, ଯାହା ବଳଦଙ୍କ ପିଠିରେ ବୁହାଯାଏଛେଲା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଶଲ୍ୟ)[ସମ୍ପାଦନା]

୧. ଛେଲ (ଦେଖ) - ୧. Chhela (See)
୨. (ସଂସ୍କୃତ - ଛଲ୍ଲି) କାଠ ବା ବାଉଁଶର ଉପରୁ ପତଳା କରି କଟୁରି ବା ବାରସୀରେ ଢାଞ୍ଛି ନେଲେ ଯେଉଁ ପତଳା ପାତିଆ ବାହାରେ — ୨. Scraped thin slice of bamboo or wood.
୩. ତାଞ୍ଛିବା —୩. Scraping.
୪. ଗୁଡ଼ର ପରିମାଣବିଶେଷ; ୧ ବିଶା — ୪. A measure of molasses; ୧୦ biṡās.
୫. କପାର ପରିମାଣବିଶେଷ; ୪ ବିଶା — ୫. A measure of cotton; ୪୦ biṡās.
୬. ଧାନର ପରିମାଣ ବିଶେଷ; ୪ ଗୌଣୀ — ୬. A measure of paddy; ୪୦ g&aline;&uline;ṇīs.

ପ୍ରାଦେଶିକ - (ପୁରୀ) ବିଶେଷ୍ୟ -[ସମ୍ପାଦନା]

୧. ପୁରୀ ଜିଲ୍ଲାରେ ନଡ଼ିଆଗଣତିରେ ସଂଖ୍ୟା— ବିଶେଷ;୯ ପଣ ବା ୭୨: କଡ଼ା ନଡ଼ିଆ — ୧. (Puri district) An aggergate of ୭୨୦ cocoanuts.
୨. (ବାଲେଶ୍ୱର) ବି—ବାଲେଶ୍ୱରୀ ଛଅସେରିଆ ଗଉଣୀରେ ୪ ଗଉଣୀ (ଧାନ)=୨୪: ବାଲେଶ୍ୱରୀ ସେର= ବାଲେଶ୍ୱରୀ ୬ ମହଣ=କଟକୀ ୪\?\: ମହଣ — ୨. Six maunds of paddy.
୩. ଥୋଡ଼ିବଦଳଙ୍କ ଉପରେ ଉପରେ ବୁହାଯିବା ପଲାଣ — ୩. Pack-saddle.
୪. ବିଲରୁ କଟା ହୋଇ ଖଳାକୁ ଅଣାଯିବା କଳେଇର ଗୋଛା, ଯାହା ବଳଦଙ୍କ ପିଠିରେ ବୁହାଯାଏ — ୪. A pack of paddy sheaves carried on the backs of bullocks from the fields.