ଜଉଶାଳ

ଉଇକିଅଭିଧାନ‌ରୁ

ଜଉଶାଳ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଜତୁଶାଳା)[ସମ୍ପାଦନା]

୧. ଜଉଘର (ଦେଖ) - ୧. Jaughara (See)
୨. (ଲକ୍ଷଣାର୍ଥ) ଯେଉଁ ଘରେ ବିଶେଷ ଗ୍ରୀଷ୍ମ ଅନୁଭୂତ ହୁଏ ୨. (figurative) A house in which much heat is felt

(ଯଥା—ସେ ଘରଟା ଜଉଶାଳ ହୋଇଛି)

୩. ଚିତ୍ର ଉପରେ ଜଉର ପତଳା ସ୍ତର ବୋଳି ତହିଁ ଉପରେ ଉଷ୍ଣ ଚଟୁର ତ୍ରାସ ଦେଖାଇ ତରଳ ଜଉ ସବୁଆଡ଼େ ବ୍ୟାପିଲା ପରେ ଜଉକୁ ପଛ ଚିତ୍ରରେ ଝଳି ବାହାର କରିବା —୩. Annointing a painting with a layer of lac and brining out its sheen by applying in direct heat to it by holding a hot laddle near it.