ଜଗଜିତା

ଉଇକିଅଭିଧାନ‌ରୁ

ଜଗଜିତା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଗ୍ରାମ୍ୟ - (ପ୍ରାଚୀନ)ବିଶେଷଣ - (ସଂସ୍କୃତ - ଜଗଜ୍ଜେତା)[ସମ୍ପାଦନା]

ଜଗଜିଣା (ଦେଖ) - Jagajiṇā (See)

ସାଆନ୍ତଙ୍କ ଝିଅ ଜଗଜିତା, ହଲେଇ ଦିଅନ୍ତି କୀପ ମଲକଢ଼ି, ଦେଖେଇ ଦିଅନ୍ତି ବାହାକିତଃ— ଢ଼ଗ

ବିଶେଷ୍ୟ -[ସମ୍ପାଦନା]

ଯେଉଁ ଲୋକ ଜଗତକୁ ଜିଣି ପାରେ —The man who can vanquish the whole creation.