ଜଗତ
ଦେଖଣା
- ଜଗତ୍
- ଜଗଦବାସୀଲୋକଜଗତ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ଜଗତ୍)
[ସମ୍ପାଦନା]- ୧. ଜଗତ୍ (ଦେଖ) - ୧. Jagat (See)
- ୨. ଜଗତ୍ୱାସୀଲୋକ —୨. People of the whole world; all the world.
ବ୍ରହ୍ମହତ୍ୟା କରିବା ପାପୁଁ ସେ ମୂକତ ହୁଅଇ ଏହି କଥା ଜାଣନ୍ତି ଜଗତ—କୃଷ୍ଣସିଂହ. ମହାଭାରତ. ବନ
ଜଗତ
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷଣ -(ସଂସ୍କୃତ - ଜରତ୍)
[ସମ୍ପାଦନା]ପକ୍ୱ; ପାଚିଲା — Ripe.
ବିରକ୍ତିହୀନ ରକ୍ତ ଜରଜର ଜରତ ବିମ୍ୱ ଆକୃତି ବହେ ଦେହେ ସେ ଭଞ୍ଜ. ବୈଦେହୀଶବିଳାଶ