ଜନ

ଉଇକିଅଭିଧାନ‌ରୁ

ବିଶେଷଣ (ସଂସ୍କୃତ)[ସମ୍ପାଦନା]

  • ମନୁଷ୍ୟ; ଲୋକ; ବ୍ୟକ୍ତି
  • ଯେ ଦୈନିକ ମଜୁରୀ ନେଇ ଅନ୍ୟର କର୍ମ କରେ
  • ଭୁବନ
  • ଜନଲୋକ
  • ଅସୁର
  • ଇତର ଲୋକ

ବିଶେଷ୍ୟ (ଗ୍ରାମଜ)[ସମ୍ପାଦନା]

  • ଜହ୍ନ; ଜନମାମୁଜନ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ସଂସ୍କୃତ - ବିଶେଷ୍ୟ - (ଜନ୍ ଧାତୁ+କର୍ତ୍ତୃ. ଅ)[ସମ୍ପାଦନା]

୧. ମନୁଷ୍ୟ; ଲୋକ; ବ୍ୟକ୍ତି —୧. Person man.


୨. ଯେ ଦୈନିକ ମଜୁରୀ ନେଇ ଅନ୍ୟର କର୍ମ କରେ — ୨. Day-labourer.
୩. ଭୁବନ — ୩. The world; the terrestrial globe.
୪. ଜନଲୋକ —୪. One of the terrestrial worlds according to Hindu mythologies.

[ଦ୍ରଷ୍ଟବ୍ୟ — ହିନ୍ଦୁଶାସ୍ତ୍ରୋକ୍ତ ସପ୍ତଭୁବନ ମଧ୍ୟରୁ ଏହା ମହଃଲୋକର ପରବର୍ତ୍ତୀ ଓ ତପଃଲୋକର ପୂର୍ବବର୍ତ୍ତୀ ଭୁବନ ଅଟେ ଏଥିରେ ବ୍ରହ୍ମାଙ୍କ ମାନସ ପୁତ୍ର ଓ ଉର୍ଦ୍ଧ୍ୱରେତା ଋଷିମାନେ ବାସ କରନ୍ତି— ଜ୍ଞାନେନ୍ଦ୍ର଼]

୫. ଅସୁର (ଜ୍ଞାନେନ୍ଦ୍ର) —୪. Demon.
୬. ଇତର ଲୋକ —୬. One of the people.

=== ଗ୍ରାମ୍ୟ - ବିଶେଷ୍ୟ - (ସଂସ୍କୃତ - ଜ୍ୟୋସ୍ନା)

ଜହ୍ନ; ଜନମାମୁଁ (ଦେଖ) - The moon; janamāmu (See)