ଜନ୍ତୁ

ଉଇକିଅଭିଧାନ‌ରୁ

ବିଶେଷଣ (ସଂସ୍କୃତ)[ସମ୍ପାଦନା]

  • ଜନ୍ମଶୀଳ ଜୀବ; ପ୍ରାଣୀ
  • କୃମି

ବିଶେଷ୍ୟ (ଦେଶଜ)[ସମ୍ପାଦନା]

  • ଜାନୋଆର୍; ପଶୁ
  • ଖରଜନ୍ତୁ; ଲମ୍ବ ଜନ୍ତୁ; ସର୍ପ
  • ବନ୍ୟ ଜନ୍ତୁ; ଶ୍ଵାପଦ ଜନ୍ତୁ
  • ମନୁଷ୍ୟ; ବ୍ୟକ୍ତି
  • ଅତି ବୃହଦାକାର ପଦାର୍ଥ
  • ମହାଭାରତୋକ୍ତ ସୋମକ ରାଜାଙ୍କ ପୁତ୍ରଜନ୍ତୁ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଜନ ଧାତୁ+ କର୍ତ୍ତୃ. ତୁ)[ସମ୍ପାଦନା]

୧. ଜନ୍ମଶୀଳ ଜୀବ; ପ୍ରାଣୀ —୧. Living being; animal; creature; (literally that which is born)
୨. କୃମି —୨. Worm; maggot.

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. ଜାନୋଆର୍; ପଶୁ —୧. Beast; brute.

(ଯଥା—'ସେ ମନୁଷ୍ୟ ନୁହେଁ ଜନ୍ତୁଟିଏ' ଅର୍ଥାତ୍ ପଶୁ ପରି ନିର୍ବୋଧ)

୨. (ଶୁଭବାଚନ) ଖରଜନ୍ତୁ; ଲମ୍ୱ ଜନ୍ତୁ; ସର୍ପ — ୨. (euphemism) Serpent.
୩. ବନ୍ୟ ଜନ୍ତୁ; ଶ୍ୱାପଦ ଜନ୍ତୁ — ୩. Beast of prey; wild beast.
୪. ମନୁଷ୍ୟ; ବ୍ୟକ୍ତି — ୪. Person; individual; fellow.

(ଯଥା—'ଅମୁକ ଲୋକ କଅଣଁ ସାମାନ୍ୟ ଜନ୍ତୁଟିଏ?')


୫. (ଲକ୍ଷଣାର୍ଥ) ଅତି ବୃହଦାକାର ପଦାର୍ଥ — ୫. (figurative) A big thing.

[ଦ୍ରଷ୍ଟବ୍ୟ —ବୃହଦକାର ପଦାର୍ଥକୁ 'ଜନ୍ତୁ' ବୋଲି କଥା ପ୍ରସଙ୍ଗରେ ବୋଲାଯାଏ, ଯେପରି କି ଛୋଟ ଘର ମଧ୍ୟରେ ଅତି ବଡ଼ ସିନ୍ଧୂକଟାଏ ରଖିବାକୁ ଗଲେ ଲୋକେ କହନ୍ତି ଏ ଘର ଏଡେ ଜନ୍ତୁ କାହୁଁ ସମ୍ଭାଳିବ?]

୬. ମହାଭାରତୋକ୍ତ ସୋମକ ରାଜାଙ୍କ ପୁତ୍ର — ୬. The son of king Somaka.

[ଦ୍ରଷ୍ଟବ୍ୟ —ଏ ଘୃତ ପରିବର୍ତ୍ତରେ ଚରବୀ ଆହୁତି ଦେଇ ହୋମ କରିବାରୁ ଶତ ପୁତ୍ର ଲାଭ କରିଥିଲେ—ହିନ୍ଦୀ - ଶବ୍ଦସାଗର]

ସେ ପୁଅଟିର ନାମ ଜନ୍ତୁ ବୋଲି ଦେଲେ—କୃଷ୍ଣସିଂହ. ମହାଭାରତ. ବନ