ଜବତ୍

ଉଇକିଅଭିଧାନ‌ରୁ

ଜବତ୍

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ବୈଦେଶିକ - ବିଶେଷଣ - (ଫାରାସୀ - ଜଫତ୍ ଜବ୍ତ୍=ଅଧିକାର କରଣ; କୋରଖ କରିବା)[ସମ୍ପାଦନା]

୧. ସ୍ୱାଧିକୃତ; ସ୍ୱାଧିକାରରେ ଆନୀତ; କରାୟତ୍ — ୧. Brought under one's control oe power.
୨. ଅଧିକୃତ —୨. Occupied.
୩. ବଦଳିତ; ପରାଜିତ — ୩. Defeated; crushed; subdued.
୪. ଜପ୍ତ୍ (ଦେଖ) - ୪. Japt (See)

ବିଶେଷ୍ୟ -[ସମ୍ପାଦନା]

୧. ଆୟତ୍ତକୁ ବା ଅଧିକାରକୁ ଆଣିବା — ୧. Taking possession of a thing.
୨. ଜପ୍ତ୍ (ଦେଖ) - ୨. Japt (See)