ଜାଡ଼

ଉଇକିଅଭିଧାନ‌ରୁ

ଜାଡ଼

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଜାଡ଼୍ୟ)[ସମ୍ପାଦନା]

୧. ହିମ; ଶୌତ୍ୟ; ଥଣ୍ଡା —୧. Cold.

ଘୋର ଜାଡ଼ି ମାଡ଼ ପଡ଼ିଲା କହୁଁ କହୁଁ ମହୀରେ ମଧୁସୂଧନ. ଛନ୍ଦମାଳା ===

୨. ଶୀତକାଳ —୨. Winter.
୩. ଦେହକୁ ଶୀତ କରିବା —୩. Feeling of cold.

ବିଶେଷଣ -[ସମ୍ପାଦନା]

୧. ଜଡ଼ (ଦେଖ) - ୧. Jaṟḍ̠a (See)
୨. ମୂକ —୨. Dumb.

ନାଡ଼ି କାଲ ପ୍ରାୟେ ହୋଇ ବସିଅଛି ପ୍ରାଚୀ. ରହସ୍ୟମଞ୍ଜରୀ