ଜାଡ଼
ଦେଖଣା
ଜାଡ଼
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ଜାଡ଼୍ୟ)
[ସମ୍ପାଦନା]- ୧. ହିମ; ଶୌତ୍ୟ; ଥଣ୍ଡା —୧. Cold.
ଘୋର ଜାଡ଼ି ମାଡ଼ ପଡ଼ିଲା କହୁଁ କହୁଁ ମହୀରେ ମଧୁସୂଧନ. ଛନ୍ଦମାଳା ===
- ୨. ଶୀତକାଳ —୨. Winter.
- ୩. ଦେହକୁ ଶୀତ କରିବା —୩. Feeling of cold.
ବିଶେଷଣ -
[ସମ୍ପାଦନା]- ୧. ଜଡ଼ (ଦେଖ) - ୧. Jaṟḍ̠a (See)
- ୨. ମୂକ —୨. Dumb.
ନାଡ଼ି କାଲ ପ୍ରାୟେ ହୋଇ ବସିଅଛି ପ୍ରାଚୀ. ରହସ୍ୟମଞ୍ଜରୀ