ଜାତ

ଉଇକିଅଭିଧାନ‌ରୁ

ଜାତ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ସଂସ୍କୃତ - ବିଶେଷଣ - (ଜନ୍ ଧାତୁ=ଜନ୍ମ ହେବା+କର୍ତ୍ତୃ. ତ)[ସମ୍ପାଦନା]

୧. ଭୁମିଷ୍ଟ, ଉତ୍ପନ; ଯାହା ଜନ୍ମିଅଛି — ୧. Born; produced; grown.
୨. ପ୍ରସୂତ —୨. Begotten.
୩. ସ୍ଫୁଟ; ବ୍ୟକ୍ତି; ପ୍ରକଟିତ — ୩. Published; manifest.
୪. ପ୍ରଶସ୍ତ —୪. Broad.
୫. କାରଣଦ୍ୱାରା କାର୍ଯ୍ୟରୂପେ ଘଟିଥିବା — ୫. Caused as a result; resulting from.
୭. ଘଟିଥିବା —୭. Occasioned; happpened.
୮. ନ୍ୟସ୍ତ; ଭୁକ୍ତ —୮. Included; diposited.
୯. ନବଜାତ; ଶିଶୁ —୯. Newly born.

ବିଶେଷ୍ୟ - (+ଭାବ. ତ)[ସମ୍ପାଦନା]

୧. ଶ୍ରେଣୀ; ଜାତି — ୧. Kind; variety; class; species; caste.
୨. ସମୂହ —୨. Collection; multitide.

କାମ ସୃଷ୍ଟିଜାତ ପାଳିବା ରହିତ ଅର୍ଥେ ରଖିଲେ ପ୍ରତିରୁ ଦୀନକୃଷ୍ଣ. ରସକଲ୍ଲୋଳ

୩. ବ୍ୟକ୍ତି; ପ୍ରକଟନ — ୩. Publication; manifestation.
୪. ଜନ୍ମ; ଉତ୍ପତ୍ତି —୪. Production growth; birth.

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଜାତ୍ରା)[ସମ୍ପାଦନା]

ଯାତ (ଦେଖ) - J̄āta (See)