ଯାତ

ଉଇକିଅଭିଧାନ‌ରୁ

ବିଶେଷ୍ୟ (ଦେଶଜ)[ସମ୍ପାଦନା]

  • ଧର୍ମ ସମ୍ବନ୍ଧୀୟ ଉତ୍ସବ
  • ନୃତ୍ୟଗିତାଦି ଉତ୍ସବ
  • ମେଳା; ଜନ ସମାଗମ ବା ଗହଳ
  • ହୁନ୍ଦର
  • ଗୋଳମାଳ
  • କଳି କଜିଆ; ମାରପିଟ ଆଦି

ବିଶେଷ୍ୟ (ସଂସ୍କୃତ)[ସମ୍ପାଦନା]

  • ଗମଣ; ଗତି
  • ପ୍ରାପଣ
  • ଜ୍ଞାନ
  • ଅଙ୍କୁଶାଘାତଦ୍ଵାରା ହସ୍ତିକୁ ତାଡ଼ନ
  • ଅତୀତ କାଳ

ବିଶେଷଣ (ସଂସ୍କୃତ)[ସମ୍ପାଦନା]

  • ଗତ
  • ଅତୀତ
  • ଲବଧ; ପ୍ରାପ୍ତ
  • ଜ୍ଞାତ; ବିଦିତଯାତ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ଯା ଧାତୁ=ଯିବା+କର୍ତ୍ତୃ. ତ)[ସମ୍ପାଦନା]

୧. ଗତ — ୧. Gone; departed.
୨. ଅତୀତ —୨. Past; elapsed.
୩. (+କର୍ମ. ତ) ଲବ୍ଧ; ପ୍ରାପ୍ତ —୩. Got; received; attained.
୪. ଜ୍ଞାତ; ବିଦିତ — ୪. Known.

ବିଶେଷ୍ୟ - (+ଭାବ. ତି)[ସମ୍ପାଦନା]

୧. ଗମନ; ଗତି — ୧. Going; motion.
୨. ପ୍ରାପଣ —୨. Getting; obtaining.
୩. ଜ୍ଞାନ —୩. Knowledge.
୪. ଅଙ୍କୁଶାଘାତଦ୍ୱାରା ହସ୍ତୀକୁ ତାଡ଼ନ —୪. Driving an elephant with a goad.
୫. ଅତୀତ କାଳ — ୫. The past time. (Apte).

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଯାତ୍ରା)[ସମ୍ପାଦନା]

୧. ଧର୍ମ ସମ୍ୱନ୍ଧୀୟ ଉତ୍ସବ; ଦେବତାଙ୍କ ଉତ୍ସବ — ୧. Religious festival.

[ଉ—xxx ସମସ୍ତେ ବଳଦେବ ଯାତ ଦେଖିବାକୁ ଧାଇଁଛନ୍ତି ଫକୀର ମୋହନ ଛମାଣ ଆଠ ଗୁଣ୍ଠ]

୨. ନୃତ୍ୟଗୀତାଦି ଊତ୍ସବ — ୨. Festivity; dance.
୩. ମେଳା; ଜନ ସମାଗମ


ବା ଗହଳ —୩. Gathering of many people; fair.

[ଉ—ପରଲୁଗା ପିନ୍ଧି ଯାତକୁ ଯାଏ; ଲୋକେ ପଚାରିଲେ ମୁଣ୍ଡ ଟୁଙ୍ଗାରୁ ଥାଏ ଢଗ]

୪. ହୃଦର — ୪. A queer act.
୫. ଗୋଳମାଳ —୫. Ado.
୬. (ଲକ୍ଷଣାର୍ଥ) କଳି କଜିଆ; ମାରପିଟ୍ ଆଦି — ୬. (Figurative) An affray.

[ଦ୍ରଷ୍ଟବ୍ୟ —କୌଣସି ଲୋକର ଘରେ କଳିକଜିଆ ବା ମାଡ଼ ମରାମରି ଲାଗିଲେ ଲୋକେ କହନ୍ତି "ଆଜି ତା ଘରେ ଭାରି ଯାତ ଲାଗିଛି"]