ଜାମ

ଉଇକିଅଭିଧାନ‌ରୁ

ଜାମ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ପ୍ରାଦେଶିକ -[ସମ୍ପାଦନା]

୧. (ଘୁମୁସର ଅଞ୍ଚଳ) ବିଶେଷ୍ୟ -ପିଜୁଳି ଗଛ ଓ ଫଳ — ୧. Guava.
୨. (ଗଞ୍ଜାମ ଓ ସିଂହଭୂମ ତୁଳ. ବଙ୍ଗାଳୀ - ଜାମ; ହିନ୍ଦୀ - ଜାମୁନ୍) ===

ବିଶେଷ୍ୟ -[ସମ୍ପାଦନା]

ଜାମୁ (ଦେଖ) - ୨. Jāmu (See)