ଜିରାଇତ୍
ଜିରାଇତ୍
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଧ୍ୱନି (ମାନକ ଓଡ଼ିଆ) (file)
ପ୍ରାଦେଶିକ - (ଗଞ୍ଜାମ ଓ ସମ୍ୱଲପୁର) ବୈଦେଶିକ - ବିଶେଷ୍ୟ - (ଆରବୀ - ଜିରାତ୍ =କୃଷିକର୍ମ; ତୁଳ. ହିନ୍ଦୀ - ଏହି ଅର୍ଥରେ ଜିରାୟତ୍)[ସମ୍ପାଦନା]
- ୧. କିଛି ସମୟ ପାଇଁ ଚାଷ କରିବା ନିମନ୍ତେ ରଇତକୁ ଦିଆ ଯାଇଥିବା ଜମିଦାରଙ୍କ ନିଜଚାଷ ଜମି — ୧. Zirayet land; zamindar's private land leased out temporarily to a royat.
- ୨. ଚାଷଜମି; ଆବାଦ ହୋଇଥିବା ଜମି — ୨. Arable land.