ଜୀବନ
ଦେଖଣା
ଜୀବନ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ଜୀବ ଧାତୁ+ଭାବ. ଅନ)
[ସମ୍ପାଦନା]- ୧. ପ୍ରାଣ —୧. Life.
- ୨. ଜୀବିତ ରହିବା ଅବସ୍ଥା; ପ୍ରାଣଧାରଣ — ୨. Existence.
- ୩. ପେଶା; ବୃତ୍ତି; ଜୀବିକା; ଜୀବନୋପାୟ — ୩. Livelihood; means of subsistence.
- ୪. ପ୍ରାଣୀ —୪. Animal.
- ୫. (+କରଣ. ଅନ) ଜଳ —୫. Water.
- ୬. ପ୍ରାଣବାୟୁ — ୬. The vital airs; life's breath.
- ୭. ପ୍ରାଣର ସଙ୍ଖାଳି; ଜୀବଧନ; ପ୍ରିୟତମ ବ୍ୟକ୍ତି — ୭. One's dearest person; beloved person; one 'dearest dear'.
ମୋ ଜୀବନ କାହିଁ ହଜାଇଲି କାହିଁ ଆଣି ଦିଅ ଆଳି ବୋଲି କବିସୂର୍ଯ୍ୟ. ସଙ୍ଗୀତ
- ୮. ସଦ୍ୟଜାତ ନହୁଣୀ ବା ଘିଅ — ୮. Fresh butter or ghee.
- ୯. ଜୀବାତ୍ମା — ୯. The vital energy; the living soul.
- ୧. ବାୟୁ; ସମୀରଣ —୧୦. The air; wind.
- ୧୧. (ଜୀବ ଧାତୁ+କର୍ତ୍ତୃ. ଅନ) ପୁତ୍ର —୧୧. Son.
- ୧୨. ପରମେଶ୍ୱର — ୧୨. God; the Supreme being.
- ୧୩. ଜୀବକ (ଦେଖ) - ୧୩. Jībaka (See)
- ୧୪. ମଜ୍ଜା —୧୪. Marrow of the bones; pith; sap
- ୧୫. ହୈୟଙ୍ଗଜୀନ; ଗତ କାଲିର ଦୁଧରୁ ପ୍ରସ୍ତୁତ ଲହୁଣୀ — ୧୫. Butter made from yesterday's milk.
- ୧୬. (+ଅଧିକରଣ ଅନ)—ଜୀବିତକାଳ; ଜନ୍ମ ଓ ମୃତ୍ୟୁର ମଧ୍ୟସ୍ଥ ସମୟ (ହିନ୍ଦୀ - ଶବ୍ଦସାଗର) —୧୬. Life-time.
ଶିବଙ୍କୁ ଜୀବନ ଅଧେ ଦେଇ ଶିବା କାନ୍ତ କଲାପରି ବିଚାରତ ଅଭିମନ୍ୟୁ. ବିଦଗ୍ୱଚିନ୍ତାମଣି
- ୧୭. (+କରଣ ଅନ)—ଜୀବିତ ରଖିବା ବସ୍ତୁ; ଯେଉଁ ପଦାର୍ଥ ଯୋଗୁଁ ଜଣକର ପ୍ରାଣ ରହିଛି (ହିନ୍ଦୀ - ଶବ୍ଦସାଗର) —୧୭. A thing essential for one's existence.
(ଯଥା—ମାଆ ଦୁଧହିଁ ବର୍ତ୍ତମାନ ଏ ଶିଶୁଟିର ଏକମାତ୍ର ଜୀବନ ହୋଇଛି)
- ୧୮. ପୁତ୍ର (ହିନ୍ଦୀ - ଶବ୍ଦସାଗର) —୧୮. Son.
- ୧୯. ଗଙ୍ଗା ନଦୀ (ହିନ୍ଦୀ - ଶବ୍ଦସାଗର) — ୧୯. The river Ganges.
ସଂସ୍କୃତ - ବିଶେଷଣ -
[ସମ୍ପାଦନା]- ୧. ପୋଷଣାହାରୀ; ପୋଷଣକର୍ତ୍ତା — ୧. One who maintains another.
- ୨. ଜୀବଦାତା; ଉଜ୍ଜୀବକ —୨. Preserver of one's life; life-giving; enlivening.
- ୩. ଜୀବଧିଷ୍ଠାତା —୩. Pervading the life.
[ଦ୍ରଷ୍ଟବ୍ୟ —ବାତ୍ସଲ୍ୟରେ ପୁତ୍ର ବା ଶିଷ୍ୟାଦିଙ୍କୁ 'ବାବାଜୀ, ବାବାଜୀଉ ବାବାଜୀବନ' ଇତ୍ୟାଦି ସଂବୋଧନ କରାଯାଏ]