ଜୁଡ଼ି

ଉଇକିଅଭିଧାନ‌ରୁ

ଜୁଡ଼ି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ପ୍ରାଦେଶିକ - (ବାଲେଶ୍ୱର, ମେଦିନୀପୁର) (ସଂସ୍କୃତ - ଯୁଗ୍ମ; ତୁଳ. ଏହି ଅର୍ଥରେ ବଙ୍ଗଳା ଏହି ଶବ୍ଦ)[ସମ୍ପାଦନା]

୧. ସମଧର୍ମୀ ସହଚର —୧. Companion.
୨. ଏକ ସଙ୍ଗେ ବଗିରେ ଲାଗିବା ଦୁଇଟି ଘୋଡ଼ା — ୨. A pair of horses yoked to a coach.
୩. ଯୁଗ —୩. A pair; a couple.
୪. ଦୁଇଟି ଘୋଡ଼ା ଟାଣିବା ଗାଡ଼ି — ୪. A coach drawn by two horses.
୫. ଯୁଗ୍ମବସ୍ତୁ ବା ଜୀବ ମଧ୍ୟରୁ ଜଣେ —୫. One of a pair or couple of things or animals.

ଅନୁବାଦ[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଇଂରାଜୀ - ଜୁରୀ)[ସମ୍ପାଦନା]

ଜୁରି (ଦେଖ) - Juri (See)

ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ - ଓବିଶେଷଣ -[ସମ୍ପାଦନା]

୧. ଜୁଡ଼୍ (ଦେଖ) - ୧. Juṟḍ̠ (See)
୨. (ତୁଳ. ଏହି ଅର୍ଥରେ ହିନ୍ଦୀ - ଏହି ଶବ୍ଦ) କମ୍ପଜ୍ୱର — ୨. Ague.