ଜୁଡ଼ି
ଦେଖଣା
ଜୁଡ଼ି
ଉଚ୍ଚାରଣ
[ସମ୍ପାଦନା]ପ୍ରାଦେଶିକ - (ବାଲେଶ୍ୱର, ମେଦିନୀପୁର) (ସଂସ୍କୃତ - ଯୁଗ୍ମ; ତୁଳ. ଏହି ଅର୍ଥରେ ବଙ୍ଗଳା ଏହି ଶବ୍ଦ)
[ସମ୍ପାଦନା]- ୧. ସମଧର୍ମୀ ସହଚର —୧. Companion.
- ୨. ଏକ ସଙ୍ଗେ ବଗିରେ ଲାଗିବା ଦୁଇଟି ଘୋଡ଼ା — ୨. A pair of horses yoked to a coach.
- ୩. ଯୁଗ —୩. A pair; a couple.
- ୪. ଦୁଇଟି ଘୋଡ଼ା ଟାଣିବା ଗାଡ଼ି — ୪. A coach drawn by two horses.
- ୫. ଯୁଗ୍ମବସ୍ତୁ ବା ଜୀବ ମଧ୍ୟରୁ ଜଣେ —୫. One of a pair or couple of things or animals.
ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷ୍ୟ - (ଇଂରାଜୀ - ଜୁରୀ)
[ସମ୍ପାଦନା]ଜୁରି (ଦେଖ) - Juri (See)
ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ - ଓବିଶେଷଣ -
[ସମ୍ପାଦନା]- ୧. ଜୁଡ଼୍ (ଦେଖ) - ୧. Juṟḍ̠ (See)
- ୨. (ତୁଳ. ଏହି ଅର୍ଥରେ ହିନ୍ଦୀ - ଏହି ଶବ୍ଦ) କମ୍ପଜ୍ୱର — ୨. Ague.