ଜୋ
ଦେଖଣା
ଜୋ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ବୈଦେଶିକ - ବିଶେଷ୍ୟ - (ଫାରାସୀ - ଜୁ)
[ସମ୍ପାଦନା]- ୧. ଜୁ (ଦେଖ) - — ୧. Ju (See)
=== ଦେଶଜ - ବିଶେଷ୍ୟ - (ସଂସ୍କୃତ - ଯୋଗ)
- ୧. ବୀଜପବନାଦିର ପ୍ରକୃତ ସୁଯୋଗ — ୧. Fit time for sowing seed and doing other agricultural operations.
- ୨. ଜୋଓକାଠି; ତନ୍ତୁବାୟକର୍ତ୍ତୃକ ବ୍ୟବହୃତ ଯଷ୍ଟିଦଣ୍ଡ— ବିଶେଷ; ଯଦ୍ଦ୍ୱାରା ଟାଣୀ ଓ ଭରଣୀ ସୂତାକୁ ଟାଣି ରଖାଯାଏ —୩. The rods which a weaver uses for holding the warp and the woof during weaving.
- ୩. ଅବସର; ସୁବିଧା —୪. Opportunity.