ଝଙ୍କାଝଙ୍କ୍
ଝଙ୍କାଝଙ୍କ୍
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଅନୁବାଦ[ସମ୍ପାଦନା]
ଦେଶଜ - ବିଶେଷ୍ୟ -[ସମ୍ପାଦନା]
ଝକାଝକ୍ (ଦେଖ) - Jhakājhak (see)
ଦେଶଜ - ବିଶେଷଣ -[ସମ୍ପାଦନା]
- ୧. ବହୁଳ; ପ୍ରଚୁର — ୧. Extensive; exuberant.
- ୨. ପେନ୍ଥା ପେନ୍ଥା ଫଳ ଆଦିରେ ପୂର୍ଣ୍ଣ (ବୃକ୍ଷାଦି) — ୨. (trees) Laden with bunches of fruits and flowers.
ଦେଶଜ - କ୍ରି. ବିଶେଷଣ -[ସମ୍ପାଦନା]
- ୧. ବଡ଼ ବଡ଼ ଟୋକାଇ ପୂର୍ଣ୍ଣ କରି — ୧. In large basketfuls.
- ୨. ପ୍ରଚୁର ପରିମାଣରେ —୨. In sufficient quantities; exuberently.
- ୩. ଟଣା ଓଟରା ହୋଇ — ୩. Accompanied with pulling and pushing.
- ୪. ଉଭୟ ପକ୍ଷରୁ ଖୁବ ବଳ ପ୍ରୟୋଗ ପୂର୍ବକ — ୪. Very vigorously on both sides.
( ଯଥା—ସେ ଦୁହେଁ ଝଙ୍କାଝଙ୍କ୍ ଲଢ଼ିଲେ)