Jump to content

ଝଡ଼ି

ଉଇକିଅଭିଧାନ‌ରୁ

ଝଡ଼ି

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଝଡ଼ (ଦେଖ) - Jhaṟḍ̠a (See)

ନମାନେ ନତ ମାସ ମିଶା ଝଡ଼—କବିସୂର୍ଯ୍ୟ, ସଙ୍ଗୀତ

ପ୍ରାଦେଶିକ - (ଗଡ଼ଜାତ) ବିଶେଷ୍ୟ -

[ସମ୍ପାଦନା]

ତାସା —A drum.

ଧସା ଜାଗରା ନଉବତ ଝଡ଼ି ତେଲଙ୍ଗି ବାଜା ଚାଙ୍ଗୁ ଗୁଡ଼ୁ ଗୁଡ଼ି—ବ୍ରଜନାଥ, ସମରତରଙ୍ଗ