ଝମ୍ପା
ଝମ୍ପା
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ସଂସ୍କୃତ - ବିଶେଷ୍ୟ -[ସମ୍ପାଦନା]
- ୧. ଝମ୍ପ (ଦେଖ) - ୧. Jhampa (See)
- ୨. ଝାମ୍ପିବା; ଜବରଦସ୍ତି ଛଡ଼ାଇ ନେବା; ବଳପୂର୍ବକ ଅପହରଣ —୨. Kidnapping; snatching away; forcible taking away.
ଶୋଭିନୀ ସାରୀ ସିଦ୍ଧ ମଠାଲିଙ୍ଗନ ଜ୍ଞାନ ଝମ୍ପା ରୂପକହିଁ ଭଞ୍ଜ. କୋଟିବ୍ରହ୍ମାଣ୍ଡ ସୁନ୍ଦରୀ
=== ଦେଶଜ - ବିଶେଷ୍ୟ -
ଝୁମ୍ପା (ଦେଖ) - Jhumpā (See)