ଝୁଲା

ଉଇକିଅଭିଧାନ‌ରୁ

ଝୁଲା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଦୁଳ ଧାତୁ)[ସମ୍ପାଦନା]

୧. ଝୁଲିବା — ୧. Swinging; rocking.

ପଦ ପଦକରେ ଯାଚି ଦେଉଥାଏ ଶତ୍ରପଦ ମଣି ନଅଝୁଲା କବିସୂର୍ଯ୍ୟ. ସଙ୍ଗୀତ

୨. ଦେହର ଇତସ୍ତତଃ ଚାଳନ — ୨. Bodily movement to and fro.

ଝୁଲା ମଞ୍ଜୁଳ ତୋ ଲଲାମ ଛବିକି ସହସ୍ର ଥରରେ କବିସୂର୍ଯ୍ୟ. ସଂଗୀତ

୩. ଦଣ୍ଡି; ନାସିକାର ଅଳଙ୍କାରବିଶେଷ — ୩. A nose -ring with a pendant.

ନାସା ତିଳ ଫୁଳ ତଳେ ଝଲମଲ ବୁଲାକି ଝୁଲି କି ମାନୁଥିଲା କବିସୂର୍ଯ୍ୟ. ସଙ୍ଗୀତ

୪. ଦୋଳା; ଦୋଳି — ୪. Cradle; swinging basket.
୫. ସଙ୍ଗୀତର ଏକ ପ୍ରକାର ସହଜ ତାଳ — ୫. Name of a light air in music.
୬. ଝୋଲା (ଦେଖ) - —୬. Jholā (See)
୭. ହାନ୍ଦୋଳା; ଯାନବିଶେଷ — ୭. A swinging sedan chair.

[ଦ୍ରଷ୍ଟବ୍ୟ —ଏହା ମୁଣି ପରି ବାଉଁଶ ମଝିରେ ଝୁଲୁଥାଏ ଏଥିରେ ମନୁଷ୍ୟ ବସିଲେ ବାହକମାନେ ବାଉଁଶର ଦୁଇ ମୁଣ୍ଡକୁ କାନ୍ଧେଇ ଏକ— ସ୍ଥାନରୁ ଅନ୍ୟସ୍ଥାନକୁ ଯାଆନ୍ତି]

୮. ଝୁଲାପୋକ; ଯେଉଁ ପୋଲ ଉପରେ ଥିବା ଦଉଡ଼ିକୁ ହାତରେ ଧରି ତହିଁରେ ଝୁଲିଲା ପରି ହୋଇ ମନୁଷ୍ୟମାନେ ପାର ହୁଅନ୍ତି —୮. A swinging bridge which men pass by swinging on a rope.

(ଯଥା— ହରଦ୍ୱାରର ଉତ୍ତରରେ ଲଝମନଝୁଲା)