ଟକଳା
ଦେଖଣା
ଟକଳା
ଉଚ୍ଚାରଣ
[ସମ୍ପାଦନା](ଟକଳୀ—ସ୍ତ୍ରୀ)
ଅନୁବାଦ
[ସମ୍ପାଦନା]ଟକଳା
|
ଦେଶଜ - ବିଶେଷଣ - ପୁଲିଙ୍ଗ -
[ସମ୍ପାଦନା]- ୧. ଯେଉଁ ଲୋକ ଖାଇବା ପାଇଁ ଅତ୍ୟନ୍ତ ଲଳାୟତ ବା କୌଣସି ବିଶେଷ ଖାଦ୍ୟ ଦ୍ରବ୍ୟ ପ୍ରତି ଅତ୍ୟନ୍ତ ଲୋଭୀ —୧. Having inordinate hankering after food; impatient for food.
- ୨. ଯେଉଁ ଲୋକ ପେଟ ଭିତରେ କୌଣସି କଥା ବହୁକାଳ ଗୋପନ କରି ରଖିବାପାରେ ନାହିଁ — ୨. One who can not keep secrets; babbler; tattler.