ଟଙ୍କିଆ
ଦେଖଣା
ଟଙ୍କିଆ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷଣ - (ସଂଖ୍ୟାବାଚକ ଅନ୍ୟ ଶଦ୍ଦସଙ୍ଗେ ଯୁକ୍ତ)
[ସମ୍ପାଦନା]ଯହିଁର ମୂଲ୍ୟ ବା ପରିମାଣ ଏତେ ଟଙ୍କା ଅଟେ — Worth so many rupees.
(ଯଥା—ଦଶଟଙ୍କିଆ ନୋଟ୍, ପାଞ୍ଚଟଙ୍କିଆ ଜୋଡ଼, ଆଠ ଟଙ୍କିଆ ଚାକିରି)
ପ୍ରାଦେଶିକ - ବିଣ, (ଗଡ଼ଜାତ)
[ସମ୍ପାଦନା]ଖରାପ ବନ୍ଧ ବା ବାସନାଯୁକ୍ତ (ବାସି ତୋଡ଼ାଣି ବା ଭାତ) — Stale and had-smelling (food).
(ଯଥା—ଏ ଭାତ ଭାରି ଟଙ୍କିଆ ବାସୁଛି)