ଟଳମଟଳ

ଉଇକିଅଭିଧାନ‌ରୁ

ଟଳମଟଳ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଟଳମ୍ଟଳ, ଟଳମଟଳା, ଟଳମ୍ଟଳାଅନ୍ୟରୂପ

ଦେଶଜ - ବିଶେଷଣ - ଓ କ୍ରି.ବିଶେଷଣ -[ସମ୍ପାଦନା]

ଟଳଟଳ (ଦେଖ) - Ṭaḻaṭaḻa (See)

ବାହାର ହେଲେ ବାନର ବଳ କୁରୁମ ହେଲା ଟଳମଟଳ ବିଶ୍ୱନାଥ. ବିଚିତ୍ର ରାମାୟଣ