ଟାଙ୍କୁ

ଉଇକିଅଭିଧାନ‌ରୁ

ଟାଙ୍କୁ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଟଙ୍ଗ=ଜଙ୍ଘ; ଟଙ୍କ=ଗୋଡ଼)[ସମ୍ପାଦନା]

୧. କଟିତଳ ଓ ପିଚା ଉପରର ଅସ୍ଥିମୟ ଅଂଶ; ଠେଙ୍ଗ — ୧. Buttock; rumpilium.
୨. ଜଙ୍ଘ —୨. Thigh.
୩. ଜଙ୍ଘ ତଳକୁ ଥିବା ଗୋଡ଼ର ଅଂଶ — ୩. Part of the legs below the thigh.
୪. ଟାଙ୍କୁଆ (ଦେଖ) - —୪. Ṭāṅkuā (See).

ପ୍ରାଦେଶିକ - (ସିଂହଭୂମ ଓ ମେଦିନୀପୁର)[ସମ୍ପାଦନା]

ଟାଙ୍କୁଆ (ଦେଖ) - Ṭāṅkuā (See)

ପ୍ରାଦେଶିକ - (ଆଠମଲ୍ଲିକ)[ସମ୍ପାଦନା]

କୌଣସି ନିର୍ଦ୍ଦିଷ୍ଟ ଫଳର ମଞ୍ଜି

ଉଦାହରଣ:- ଆମ୍ୱଟାଙ୍କୁ,ତାଳଟାଙ୍କୁ