ଟିକ

ଉଇକିଅଭିଧାନ‌ରୁ

ଟିକ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ଅ. (ସଂସ୍କୃତ - ସ୍ତୋକ)[ସମ୍ପାଦନା]

ଅଳ୍ପ ପରିମାଣ; ସାମାନ୍ୟ; ବକଟେ,ଟି —Little in quantily; small; tiny.

[ଦ୍ରଷ୍ଟବ୍ୟ —ଏହା ବିଶେଷ୍ୟ ପରେ ଯୁକ୍ତ ହୋଇ ସଂଖ୍ୟା, ଆକାର ବା ପରିମାଣର କ୍ଷୁଦ୍ର ତା ବା ଅଳ୍ପତା ବୁଝାଏ, ଯଥା—ପିଲାଟିକ= ଏକମାତ୍ର କ୍ଷୁଦ୍ର ପିଲା, ଦୁଧଟିକ=ଟିକିଏ ଦୁଧ ବା ଅତି ଅଳ୍ପ ମାତ୍ର ଥିବା ଦୁଧ]

ଦେଶଜ - ବିଶେଷ୍ୟ - ଓବିଶେଷଣ -[ସମ୍ପାଦନା]

ଟିକକ (ଦେଖ) - —Ṭikaka (See)