ଟିକକ

ଉଇକିଅଭିଧାନ‌ରୁ

ଟିକକ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)
  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷଣ - (ସଂସ୍କୃତ - ସ୍ତୋକ)[ସମ୍ପାଦନା]

୧. ଅତି ସାମାନ୍ୟ — ୧. Insignificant.
୨. ଅତି ଅଳ୍ପ —୨. Very little.
୩. ଅତି କ୍ଷୁଦ୍ର —୨. Very small; tiny.

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. ଅତି ସାମାନ୍ୟ ବସ୍ତୁ — ୧. A littele.
୨. ଅତି କ୍ଷୁଦ୍ର ଖଣ୍ତ — ୨. A bit.

ଦେଶଜ - ଅ[ସମ୍ପାଦନା]

ଟିକ (ଦେଖ) - —Tika (See)