ଟିକକ
ଦେଖଣା
ଟିକକ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷଣ - (ସଂସ୍କୃତ - ସ୍ତୋକ)
[ସମ୍ପାଦନା]- ୧. ଅତି ସାମାନ୍ୟ — ୧. Insignificant.
- ୨. ଅତି ଅଳ୍ପ —୨. Very little.
- ୩. ଅତି କ୍ଷୁଦ୍ର —୨. Very small; tiny.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ଅତି ସାମାନ୍ୟ ବସ୍ତୁ — ୧. A littele.
- ୨. ଅତି କ୍ଷୁଦ୍ର ଖଣ୍ତ — ୨. A bit.
ଦେଶଜ - ଅ
[ସମ୍ପାଦନା]ଟିକ (ଦେଖ) - —Tika (See)