ଟୀକା
ଦେଖଣା
ଟୀକା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ (ଟୀକ୍ ଧାତୁ=ଗମନ କରିବା+କରଣେ ଅ+ସ୍ତ୍ରୀ. ଆ; ମୂଳ ଗ୍ରନ୍ଥର ଅର୍ଥ ଯାହାଦ୍ୱାରା ଚାଳିତ ହୁଏ)
[ସମ୍ପାଦନା]ବ୍ୟାଖ୍ୟା; ଗ୍ରନ୍ଥର ଅର୍ଥର ବିଶଦୀକରଣ —Annotation; commentary; explanation.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ରାଜଟୀକା; ରାଜାଙ୍କର ସିଂହାସନରୋହଣ କାଳରେ ତାଙ୍କ କପାଳରେ ଦିଆଯିବା ଚନ୍ଦନାଦିର ଟୋପା — ୧. A mark with sandal paste etc put on the forehead of a king on the occasion of his accession.
- ୨. ଟିକା (ଦେଖ) - —୨. Ṭikā (See)