ଠଙ୍ଗ୍
ଦେଖଣା
ଠଙ୍ଗ୍
ଉଚ୍ଚାରଣ
[ସମ୍ପାଦନା]ପ୍ରାଦେଶିକ -(ସମ୍ୱଲପୁର) ବିଶେଷ୍ୟ -
[ସମ୍ପାଦନା]ମୂଲ୍ୟ; ଦାମ — Price.
ଯଚନିଆ ମାଲର ଠଙ୍ଗ୍ ନାହିଁ ଢ଼ଗ
ଅ.
[ସମ୍ପାଦନା](ଧ୍ୱନ୍ୟନୁକରଣ)—ଖଣ୍ଡା ଆଦିରେ କୌଣସି ପଦାର୍ଥକୁ ଜୋର୍ରେ ହଠାତ୍ କାଟି ଦେବା ପ୍ରକାରେ — Swiftly or suddenly (to cut asunder the head with a sharp weapon); swiftly and with a thud.
(ଯଥା—ମୁଁଡ଼୍ଟା ଠଙ୍ଗ୍ କରି ହାନି ଦେଲାରେ)