ଠାକୁରାଣୀ ଗାଧୁଆ
ଦେଖଣା
ଠାକୁରାଣୀ ଗାଧୁଆ
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ଠାକୁରାଣୀ ମାଜଣା (ଦେଖ) - ୧. Ttod;hākurāṇī mājaṇā (See)
- ୨. ରଜ ସଂକ୍ରାନ୍ତିର ପରବର୍ତ୍ତୀ ୩ୟ ଦିବସ ପ୍ରଭାବରେ ଦେବୀ ବସୁମତୀଙ୍କ ସ୍ନାନ କରାଇ ପୂଜା କରିବାକୁ ବିଧି — ୨. The ceremonial bating of the Earth-Goddess on the ୩rd day of 'Rraja saṁkrānti.
[ ଦ୍ର—ଦଜ ସଂକ୍ରାନ୍ତି ସମୟରେ ବସୁମତୀ ରଜସ୍ୱଳା ହୋଇ— ଥିବାରୁ ତୃତୀୟ ଦିନ ଶୁଦ୍ଧସ୍ନାନ କରି ପବିତ୍ର ହିଅନ୍ତି]