ଠେଁସା

ଉଇକିଅଭିଧାନ‌ରୁ

ଠେଁସା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ଠେଁସା—ଅନ୍ୟରୂପ)

  • (file)

ଅନୁବାଦ[ସମ୍ପାଦନା]

ଠେଁସୀ,ଠେଁସେଈସ୍ତ୍ରୀଲିଙ୍ଗ

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. ଆଧାର; ଭରା; ଆଶ୍ରୟ — ୧. Support; prop.
୨. ଠେଲା; ପେଲା — ୨. Push.
୩. ଆଦେଶ ନ ମାନିବା; ଅବାଧ୍ୟତା — ୩. Disobedience of order; insubordination; recalcitrance; refractoriness.

ବିଶେଷଣ - ପୁଲିଙ୍ଗ -[ସମ୍ପାଦନା]

୧. ଅବାଧ୍ୟ —୧. Insubordinate.
୨. ପେଲୁଥିବା — ୨. Pushing; shoving.
୩. କାର୍ଯ୍ୟର ଦାୟିତ୍ୱ ଆପଣା ଉପରକୁ ନ ନେବା — ୩. Evasive.
୪. ଅମାନିଆ —୪. Disobedient.
୫. ଯେଉଁ ବାଳକ ବା ଭୃତ୍ୟ ଗୁରୁଜନ ବା ପ୍ରଭୂଙ୍କ ବାକ୍ୟକୁ ଅବଜ୍ଞାସୃଚକ ଜବାବ ଦିଏ — ୫. Refractory; realcitrant (boy or servant).