ଠେଙ୍ଗୁଣି

ଉଇକିଅଭିଧାନ‌ରୁ

ଠେଙ୍ଗୁଣି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. ଛୋଟ ଠେଙ୍ଗା — ୧. Cudgel; a short stout club.
୨. ଗୋରୁ ରଖୁଆଳର ପାଞ୍ଚଣ — ୨. Cow-hearda's staff.

ଆଇଙ୍ଗିଶିକ ବାଇଙ୍ଗିଣି, ଗୋରୂମରା ଠେଙ୍ଗିଣଇ—ଶିଶୁଗୀତ

(ଠେଙ୍ଗଣି, ଠେଙ୍ଗିଣି, ଠେଙ୍ଗେଣି—ଅନ୍ୟରୂପ)

୨. ଠେଙ୍ଗୂ (ଦେଖ) - —୨. Ṭheṅgu (See)