ଡିହ

ଉଇକିଅଭିଧାନ‌ରୁ

ଡିହ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

(ଡିହୀ—ଅନ୍ୟରୂପ)

ବୈଦେଶିକ - ବିଶେଷ୍ୟ - (ଫାରାସୀ - ଡୀହ ବା ଦେହ=ଗ୍ରାମ ସମଷ୍ଟି; ତୁଳ. ସଂସ୍କୃତ - ଦେଶ)[ସମ୍ପାଦନା]

୧. ମାଟିର ଗଦା ବା ଢିପ — ୧. Mount of earth.
୨. ବାସଯୋଗ୍ୟ ଉଚ୍ଚ ଭୂମି — ୨. A high habitable ground.
୩. ଯେଉଁ ଜମି ଉପରେ ଘର ତୋଳା ଯାଏ — ୩. Site of dewelling.
୪. ଯଷ୍ଟିର ସ୍ଥୂଳ ଅଶ୍ରଦ୍ୱାରା ଭୂଷା — ୪. A push or poke with the butt or thick end of a rod.
୫. ଏକ ତହସିଲଦାରଙ୍କ ଅଧୀନ କେତେ ଗୋଟି ଗ୍ରାମର ସମଷ୍ଟି —୫. An aggregate of some villages under one rent-collector.

ଦେଶଜ - ବିଶେଷଣ -[ସମ୍ପାଦନା]

ଡିହି (ଦେଖ) - —Ḍihi (See)

ପ୍ରାଦେଶିକ - (ଯାଜପୁର)ବିଶେଷଣ -[ସମ୍ପାଦନା]

ଢିପ (ଜମି) High land; upland.