Jump to content

ଡିହା

ଉଇକିଅଭିଧାନ‌ରୁ

ଡିହା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଏକଜାତୀୟ ଗୋଖର ସାପ — A species of cobra.

(ସାପ ତଳେ ନୋଟ୍ ଦ୍ରଷ୍ଟବ୍ୟ)

ବିଶେଷଣ -

[ସମ୍ପାଦନା]
୧. (ସଂସ୍କୃତ - ଧୃଷ୍ଟ) ଥେଣ୍ଟା; ଯେଉଁ ଭୃତ୍ୟ ପ୍ରଭୁର ଆଦେଶକୁ ଅବଜ୍ଞା କରେ; ଅମାନିଆଁ; ଉତ୍ତରଦାୟକ (ଭୃତ୍ୟ); ଠେଁସା (ବ୍ୟକ୍ତି) — ୧. Showing disrespect to authority; impertinent; refractory; recalcitrant (person); impudent (servant).
୨. ଅବଜ୍ଞାସୂଚକ (କଥା) — ୨. Impertinent; disrespectful (words).
୩. ଡିହି (ଦେଖ) - —୩. Ḍihi (See)