Jump to content

ଢୁଁ ମାରିବା

ଉଇକିଅଭିଧାନ‌ରୁ

ଢୁଁ ମାରିବା

ଦେଶଜ - କ୍ରିୟାପଦ - (ଅଶ୍ଳୀଳ)

[ସମ୍ପାଦନା]
୧. କୌଣସି ବ୍ୟକ୍ତି କଥାପ୍ରସଙ୍ଗରେ 'ହୁଁ' ଶବ୍ଦ ଉଚ୍ଚାରଣ କଲେ, ତାକୁ ଉପହାସ କରିବାକୁ 'ଢୁଁ' ଶବ୍ଦ ଉଚ୍ଚାରଣ କରିବା