ଢେକା

ଉଇକିଅଭିଧାନ‌ରୁ

ଢେକା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଢେକ୍କା, ଢେଙ୍କାଅନ୍ୟରୁପ

  • (file)
  • (file)

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. ଢାକ୍କା — ୧. Dacca (in west Bengal)
୨. ବହୁଦୁରସ୍ଥ ଦେଶ — ୨. Any distant country; far off or distant country.

(ଯଥା—ଲୋକେ ବାଟ ପଚାରି ପଚାରି ଢେକାକୁ ଯାଉଛନ୍ତି)

୩. (ସଂସ୍କୃତ - ଢକ୍କା) ବାଦ୍ୟ ବିଶେଷ; ଢକ୍କା —୩. Drum.
୪. ଢିକା (ଦେଖ) - —୪. Ḍhikā (See)