ଢେକା
ଦେଖଣା
ଢେକା
ଉଚ୍ଚାରଣ
[ସମ୍ପାଦନା]ଢେକ୍କା, ଢେଙ୍କାଅନ୍ୟରୁପ
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ଢାକ୍କା — ୧. Dacca (in west Bengal)
- ୨. ବହୁଦୁରସ୍ଥ ଦେଶ — ୨. Any distant country; far off or distant country.
(ଯଥା—ଲୋକେ ବାଟ ପଚାରି ପଚାରି ଢେକାକୁ ଯାଉଛନ୍ତି)
- ୩. (ସଂସ୍କୃତ - ଢକ୍କା) ବାଦ୍ୟ ବିଶେଷ; ଢକ୍କା —୩. Drum.
- ୪. ଢିକା (ଦେଖ) - —୪. Ḍhikā (See)