ଢେଙ୍କା

ଉଇକିଅଭିଧାନ‌ରୁ

ଢେଙ୍କା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଢେଂଙ୍କା, ଢେଁକାଅନ୍ୟରୁପ

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. ଢେକା (ଦେଖ) - ୧. Dhekā (Se)
୨. ଢିରା (ଦେଖ) - ୨. Dhirā (See)
୩. ପ୍ରାଚୀନକାଳରେ ଢେଙ୍କାନାଳ ରାଜ୍ୟରେ ରାଜତ୍ୱ କରୁଥିବା ରଣପ୍ରିୟ ଶବର ରାଜା —୩. Name of a king of Sabara caste who ruled over theDhenkanal State of Orissa in ancient times.

କପିଳାସ କୋଲ ନିବାସୀ ଶବର ରଣରଙ୍କା ଢେଙ୍କା ଯା ବଂଶଶେଖର ରାଧାନାଥ. ନନ୍ଦୀକେଶ୍ୱରୀ

[ ଦ୍ର—ତାଙ୍କର ବାସସ୍ଥାନ ଶାଳିଆ ପର୍ବତ ଶିଖରରେ ଥିଲା ଶ୍ରୀଧର ଭଞ୍ଜ ନାମକ ଜଣେ କ୍ଷତ୍ରିୟ ତାକୁ ପରାଜିତ କରି ତାହା ନାମରେ ରାଜ୍ୟର ନାମ ଢେଙ୍କାନାଳ ଦେଲେ]

ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ -[ସମ୍ପାଦନା]

ଠେକା —Turban