ତଉଁରି

ଉଇକିଅଭିଧାନ‌ରୁ

ତଉଁରି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଦେଶଜ - ବିଶେଷ୍ୟ -[ସମ୍ପାଦନା]

ତଅଁରାଙ୍କ ବୁଣା ମୋଟା ଶାଢ଼ୀ; ତଅଁର ସୂତାର ଧଡ଼ିଯୁକ୍ତ ମୋଟା ଶାଢ଼ୀ —A coarse cloth for females with a light-red or dyed border.

ଦେଶଜ - ବିଶେଷଣ -[ସମ୍ପାଦନା]

ତଉଁରିଆ (ଦେଖ) - —Tauñriā (See)