Jump to content

ତଜ୍ଜାତୀୟ

ଉଇକିଅଭିଧାନ‌ରୁ

ତଜ୍ଜାତୀୟ

ଉଚ୍ଚାରଣ

[ସମ୍ପାଦନା]
(ତଜ୍ଜାତୀୟା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - (ତତ୍+ଜାତି+ଈୟ)

[ସମ୍ପାଦନା]
୧. ସେହି ଜାତି ବା ଶ୍ରେଣୀର ଅନ୍ତର୍ଗତ —୧. Belonging to that species or class; of that class.
୨. ସେହି ପ୍ରକାର, ତତ୍ତୁଲ୍ୟ —୨. Similar to that.