ତଡ଼ୁକେ

ଉଇକିଅଭିଧାନ‌ରୁ

ତଡ଼ୁକେ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଦେଶଜ - କ୍ରି. ବିଶେଷଣ - (ସଂସ୍କୃତ - ତ୍ୱରିତ)[ସମ୍ପାଦନା]

ତଟାକ୍ (ଦେଖ) - Taṭāk (See)

ସଜ କରି ତଡ଼ୁକେ ଘୋଡ଼ାକୁ ଚଢ଼ିଲେ କୃଷ୍ଣସିଂହ, ମହାଭାରତ, ଆଦି