ତିଉଣ
ଦେଖଣା
ତିଉଣ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ତେମନ, ତୃଣାନ୍ନ)
[ସମ୍ପାଦନା]ବ୍ୟଞ୍ଜନ; ତରକାରୀ — Curry.
[ ଦ୍ର—ରାନ୍ଧିବାର ପ୍ରକାରଭେଦରେ ଓ ପରିବା ଆଦି ଉପକରଣ ଭେଦରେ ମହୁର, ବେଶର, ଆମ୍ୱୁଳ, ଶାକରା, ପିତା, ସନ୍ତୁଳା, ଖରଡ଼ା, ଠୁକୁଠୁକା ଆଦି ନାନାପ୍ରକାର ତିଅଣ କରାଯାଏ]
ତିଉଣ
ଉଚ୍ଚାରଣ
[ସମ୍ପାଦନା](ତିଉଣ—ଅନ୍ୟରୂପ)
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ତିଅଣ (ଦେଖ) - Tiaṇa (See)
ଚିଉଣ ଦେଖିଣ ଏହୁ ରୋଦନ କରନ୍ତି ପ୍ରାଚୀ. ନଳଚରିତ