ତୃତୀୟା

ଉଇକିଅଭିଧାନ‌ରୁ

ତୃତୀୟା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ (ତୃତୀୟ+ଆ)[ସମ୍ପାଦନା]

୧. ପୂର୍ଣ୍ଣିମା ବା ଅମାବାସ୍ୟାର ପରବର୍ତ୍ତୀ ତୃତୀୟ ତିଥି; ପକ୍ଷର ତୃତୀୟା ତିଥି — ୧. The third day of the lunar fortnight.

[ ଦ୍ର—ମାସ ମଧ୍ୟରେ ଶୁକ୍ଳ ଓ କୃଷ୍ଣ ପକ୍ଷରେ ଦୁଇଟି ତୃତୀୟା ତିଥି ହୁଏ ]

୨. ତୃତୀୟା ବିଭକ୍ତି (ଦେଖ) - ୨. Tṛutīyā bibhakti (See)
୩. ତୃତୀୟା ବିଭକ୍ତିର ପ୍ରତ୍ୟୟ —୩. The termination of the instrumental case.