ତେରଜ

ଉଇକିଅଭିଧାନ‌ରୁ

ତେରଜ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଆରବୀ - ତେରିଜ୍=ବାଆଁରୁ ଡାହାଣକୁ ଧାଡ଼ି— ମୂଳିଆ ଅଙ୍କମାନଙ୍କର ମିଶାଣ; ଯୋଗ; କଚିରିଆ)[ସମ୍ପାଦନା]

୧. ଯୋଗ, ମିଶାଣ —୧. Addition.
୨. ସଙ୍କଳନ —୨. Compilation.
୩. ବହୁ ସଂଖ୍ୟାର ଯୋଗଫଳ — ୩. Sum total of many figures.
୪. ବିବରଣ ପତ୍ର —୪. Statement.
୫. ଯେଉଁ ମହାଜନି ଓ ଜମିଦାରି ବା ଅନ୍ୟାନ୍ୟ ସିରସ୍ତାର ହିସାବ କାଗଜରେ ଜମା ଓ ଖରଚଆଦିର ସଂଖ୍ୟା ବା ପରିମାଣ କ୍ରମିକ ଭାବରେ ବାଆଁରୁ ଡ଼ାହାଣକୁ ଏବଂ ସ୍ତମ୍ୱାକାରରେ ଉପରୁ ତଳକୁ ଲେଖାଯାଇ ସ୍ତମ୍ୱାକାରରେ ଲିଖିତ ସଂଖ୍ୟାମାନଙ୍କର ଓ ରେଖାକାରରେ ଲିଖିତ ସଂଖ୍ୟାମାନଙ୍କର ସମଷ୍ଟି କରାଯାଇ ଥାଏ — ୫. A zamindar's or merchant's account book showing the statements and totals of serial items under different heads in columns and lines.
୬. କ୍ରମାନୁସାରେ ସ୍ତମ୍ୱାକାରରେ ଉପରୁ ତଳକୁ ଓ ରେଖା କାରରେ ବାଆଁରୁ ଡାହାଣକୁ ଲେଖା ହୋଇଥିବା ସଂଖ୍ୟାମାନଙ୍କର ସମଷ୍ଟି କରାଯାଇ ହିସାବ ମିଳାଯିବାର ପ୍ରଣାଳି —୬. The system of double accounting by totaling up the serial figures vertically and horizentally.
୭. ଗୋସୁଆରା (ଦେଖ) - — ୭. Gosuārā (See)