Jump to content

ତୋଳକ

ଉଇକିଅଭିଧାନ‌ରୁ

ତୋଳକ

ଉଚ୍ଚାରଣ

[ସମ୍ପାଦନା]
(ତୋଳିକା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ. (ତୁଳ୍ ଧାତୁ+ଅକ)

[ସମ୍ପାଦନା]

ଯେ ଓଜନ କରେ; ପରିମାପକ — Weighing.

ବିଶେଷ୍ୟ -

[ସମ୍ପାଦନା]
୧. ତୋଳ (ଦେଖ) - —୧. Toḻa (See)
୨. ନିକିତି; ତରାଜୁ —୨. A balance; scale.
୩. ବଟକରା —୩. Standard weights.
୪. (ପୁଂ) ମାପୁଣି —୪. Weighman.