ତ୍ରିକଟୂ

ଉଇକିଅଭିଧାନ‌ରୁ

ତ୍ରିକଟୂ

ଓଡ଼ିଆ[ସମ୍ପାଦନା]

ତ୍ରିକଟୁ : ଶୁଣ୍ଠି, ପିପ୍ପଳୀମରିଚ ଚୂରଣର ସମାନୁପାତିକ ମିଶ୍ରଣ। ଆୟୁର୍ବେଦ ମତରେ ଅଗ୍ନିମାନ୍ଦ୍ୟ, ଅଜୀର୍ଣ ଦୂର କରିବାପାଇଁ ଏହାକୁ ନଖ ଉଷୁମ ପାଣିରେ ଗୋଳାଇ ସେବନ କରାଯାଏ। ମହୁ ସହିତ ସେବନ କଲେ କାଶ, ଶ୍ବାସ, ଶ୍ଳେଷ୍ମା, ପୀନସ, ପେଟରେ ବାୟୁ ବିକାର ଜନିତ ଶୂଳ ଦୂରହୁଏ। ଏହାକୁ ଅଦାରସ ସହିତ ସେବନ କଲେ ମେଦବୃଦ୍ଧି ଓ ଶ୍ଳୀପଦ ରୋଗ ଦୂର ହୁଏ।

ଉଚ୍ଚାରଣ[ସମ୍ପାଦନା]

(ତ୍ରିକଟୂକ—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - (ଦ୍ୱିଗୁ; ତ୍ରି=୩ ସଂଖ୍ୟକ; କଟୁ=ରାଗୁଆ ଫଳ)[ସମ୍ପାଦନା]

(ବୈଦିକ) ଶୁଣ୍ଠି, ପିପ୍ପଳି ଓ ଗୋଲମରିଚ ଏହି ତିନି— ଗୋଟି ରାଗ ଫଳର ସମାହାର — The aggregate or mixture of three pungent drugs; e.g. dried ginger, long pepper and black pepper (used in medical prescriptions).